CHARIDHAM

ବସ୍ ଦୁର୍ଘଟଣା: ବ୍ୟାଙ୍କ ମ୍ୟାନେଜର ମୃତ, ୫ ଗୁରୁତର

ଦଶପଲ୍ଲା: ନୟାଗଡ ଦଶପଲ୍ଲା ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ବ୍ୟାଙ୍କ ମ୍ୟାନେଜର କଲ୍ୟାଣୀ ପଣ୍ଡା ବୋଲି ଜଣାପଡିଛି। ଗୁରୁତର ମାନଙ୍କୁ ଦଶପଲ୍ଲା ମେଡିକାଲ୍ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ସବିଶେଷ ସୂଚନା ମିଳିପାରି ନାହିଁ।