fbpx

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍: ବିବାହ ପ୍ରତିଶ୍ରୁତି ଦେଇ କରିଥିଲା ଦୁଷ୍କର୍ମ

କେନ୍ଦୁଝର: ବିବାହର ପ୍ରତିଶୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ମାମଲାରେ ଅଭିଯୁକ୍ତ ଶ୍ରବଣ କୁମାର ନାଏକକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି । ୨୦୧୩ ମସିହାରେ ସଦର ଥାନା ଅଞ୍ଚଳରେ ଘଟିଥିବା ମାମଲାର ଶୁଣାଣି କରି ସୋମବାର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

Get real time updates directly on you device, subscribe now.