fbpx
BSKY
BJD MC SKY
BJD YOUTH SKY

ଜାନୁଆରୀ ୫ରୁ ଦଶମ ସମେଟିଭ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଜାନୁଆରୀ ୫ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ହେବ । ପରୀକ୍ଷା ନିମନ୍ତେ ଫର୍ମ ଫିଲପ୍ ସିରିଛି, ଡାଟା ବେସ୍ ପ୍ରସ୍ତୁତ ଚାଲିଛି । ବୋଡ୍ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଏନେଇ ସୂଚନା ଦେଇଛନ୍ତି । ତେବେ ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ୍ ୧ ପରୀକ୍ଷା ଦେବେ ।c

Get real time updates directly on you device, subscribe now.