fbpx

ଗୁପ୍ତଚର ଅଭିଯୋଗରେ ୧୧ ନୌସେନା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୧୬ ।୨: ଗୁପ୍ତଚର ଅଭିଯୋଗରେ ୧୧ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଛି । ୨ ସାଧାରଣ ଲୋକଙ୍କ ସମେତ ମୋଟ୍ ୧୩ ଜଣ ଗିରଫ ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ହିନଟ୍ରାପର ଶିକାର ହୋଇଥିଲେ ଏହି କର୍ମଚାରୀ । ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.