-
World 95,332,679
WorldConfirmed: 95,332,679Active: 25,252,007Recovered: 68,043,407Death: 2,037,265 -
USA 24,421,541
USAConfirmed: 24,421,541Active: 9,624,116Recovered: 14,390,716Death: 406,709 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,049,952
GermanyConfirmed: 2,049,952Active: 330,515Recovered: 1,672,000Death: 47,437 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ନୂଆ ମୋଟର ଯାନ ଆଇନକୁ ଉଲ୍ଲଙ୍ଘନ କରିବାକୁ ଜଣେ ଯୁବକଙ୍କୁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିଛି । ଭୋପାଳର ରାୟଗଡ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ଜୋରିମାନା ଲାଗିଛି । ଛତିଶଗଡର ସଂଶୋଧିତ ମୋଟନ ଯାନ ଆଇନ ୨୦୧୯ ଅନ୍ତର୍ଗତ କୌଣସି ବାଇକରୁ ଜବତ ହୋଇଥିବା ଜୋରିମାନା ମଧ୍ୟରେ ଏହା ସବୁଠାରୁ ଅଧିକ ।
ତେବେ ଆଇନ ଉଲଂଘନ କରିଥିବା ବ୍ୟକ୍ତିଙ୍କର ନାଁ ହେଉଛି ପ୍ରକାଶ ବଞ୍ଜାରା । ସେ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଅମରପୁର ଗାଁର ବାସିନ୍ଦା । ସେହି ବ୍ୟକ୍ତିଜଣକ ଦ୍ୱିପହରରେ ପାଣିଧରୁଥିବା ଡ୍ରମ୍ ବିକୁଥିବା ବେଳେ ରାୟଗଡ ସହରର ଡିଆଇବି ଛକ ନିକଟରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ପୋଲିସ ତାଙ୍କ କାଗତପତ୍ର ଯାଞ୍ଚ କରିବାକୁ ଅଟକାଇଥିଲା ।
ପରିବହନ ଦ୍ୱାରା କଟାଯାଇଥିବା ଚାଲାଣ ଅନୁସାରେ, ପ୍ରକାଶ ବିନା ହେଲମେଟରେ ଗାଡି ଚଳାଉଥିଲେ ଓ ତାଙ୍କ ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଆସିନଥିଲା । ସେ ମଧ୍ୟ ପ୍ରଦେଶରୁ ଏହ ଦୁଇ ଚକିଆ ବାହାନ କିଣିବା ପରେ ପାଣି ଡ୍ରମ୍ ବିକ୍ରି କରିବାକୁ ରେଜିଷ୍ଟ୍ରେସନ୍ ନକରି ରାୟଗଡ ନେଇଯାଇଥିଲେ ।
ତେବେ ରେଜିଷ୍ଟ୍ରେସନ୍ ନମ୍ବର, ବୀମା କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ଓ ହେଲମେଟ୍ ନପିନ୍ଧିବାର ଅଭିଯୋଗରେ ପରିବହନ ବିଭାଗ ତାଙ୍କ ଉପରେ ୧,୧୩୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ୧୦୦ ଟଙ୍କା ହେଲମେଟ୍ ନପିନ୍ଧିବା ପାଇଁ, ୨୦୦୦ ଟଙ୍କା ଗାଡିର ବୀମା ନକରିବା, ୫୦୦ ଟଙ୍କା ରେଜିଷ୍ଟ୍ରେସନ୍ ନକରିବା ଓ ୫୦୦ ଟଙ୍କା ଡ୍ରାଇଭିଂ ଲାଇସେନ୍ସ ନକରିବା ପାଇଁ ନିଆଯାଇଥିଲା ।