fbpx

ବସ୍ ଦୁର୍ଘଟଣାରେ ୧୨ ମୃତ

ନେପାଳ, ୧୫ା୧୨: ନେପାଳର ସିନ୍ଧୁପାଳଚୋକ ଜିଲ୍ଲାରେ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହି ବସରେ ୪୦ଜଣ ଯାତ୍ରୀ ଯାଉଥିଲେ । ସେହି ଦୁର୍ଘଟଣାରେ ୧୨ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.