fbpx

ନୂଆପଡାରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯/୫(ଓଡିଶା ଭାସ୍କର): ନୂଆପଡା ରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ସିନାପାଲି ରୁ ୩, ବୋଡେ଼ନରୁ ୩, ଖଡ଼ିଆଳରୁ ୪, ନୂଆପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣ ମୁମ୍ବାଇ ଓ ଜଣେ ହାଇଦ୍ରାବାଦରୁ ଫେରିଥିବା ବେଳେ ସମସ୍ତେ କ୍ୱାରେଣ୍ଟିନ ରେ ଥିଲେ।

Get real time updates directly on you device, subscribe now.