fbpx

ଉତ୍ତର ଭାରତରେ ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ, ୨୯/୫:ଉତ୍ତର ଭାରତରେ ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାତି ୯ ଟା ୮ ବେଳେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି। ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ନୋଏଡ଼ା,ଗାଜିଆବାଦରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରହିିିଥିଲା।

Get real time updates directly on you device, subscribe now.