fbpx

ବଢ଼ିଲା ଦ୍ୱାଦଶ ଫର୍ମ ଫିଲପ୍ ଅବଧି

ଭୁବନେଶ୍ୱର: ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ଫିଲପ ଅବଧି ବଢ଼ାଇଲେ ସରକାର । ଆସନ୍ତାକାଲି ଶେଷ ଦିନ ଥିଲା ଯାହାକୁ ଏବେ ୧୮ ଯାଏଁ ବଢ଼ାଇଲା ଗଣଶିକ୍ଷା ବିଭାଗ । ୪୫୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲପ୍ କରିହେବ ବୋଲି ବିଭାଗ ପକ୍ଷରୁ ସୂଚନା ।

Get real time updates directly on you device, subscribe now.