fbpx

(Video) ତନ୍ତ୍ର ସାଧନା କରି ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

କାଳିସି ସାଧକଙ୍କ କଳାକାରନାମା ପାରିବାରିକ ସମସ୍ୟାକୁ ତନ୍ତ୍ର ସାଧନାରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଭଣ୍ଡ ବାବା ଆଉ ଏବେ ଏହି ଭଣ୍ଡ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି ମହିଳାଙ୍କ ସରଳ ବିଶ୍ୱାସରେ ବିଷ ଦେଇ ଏବେ ଏହି ବାବ ଜଣକ ପୋଲିସ କବଜାରେ ମହିଳାଙ୍କ ଅଭିଯୋଗ କ୍ରମେ ଏହି ଭଣ୍ଡ ବାବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ସତ୍ୟବାଦୀ ପୋଲିସ୍

ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ପରିବାରର ଲାଗିରହୁଥିବା ଅଶାନ୍ତିକୁ ସମାଧାନ ପାଇଁ ସତ୍ୟବାଦୀ ଅଞ୍ଚଳର ବିଶ୍ୱନାଥ ପୁର ଦଳିତ ସାହିର ଶିବ ପ୍ରସାଦ ଭୋଇ ନାମକ ଜଣେ ଭଣ୍ଡ ବାବାଙ୍କ ପାଖରେ ଶରଣ ନେଇଥିଲେ ଆଉ ମହିଳାଙ୍କ ସରଳ ବିଶ୍ୱାସର ଫାଇଦା ନେଇ ଏହି ଭଣ୍ଡ ବାବ ଜଣକ ତାଙ୍କୁ କରିଥିଲେ ଦୁଷ୍କର୍ମ ଦେଖନ୍ତୁୁ ଭିଡିଓ…

Get real time updates directly on you device, subscribe now.