13 ଯାଏଁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 13 ତାରିଖ ଯାଏଁ ଏହି କାଳବୈଶାଖୀ ବର୍ଷା ଲାଗିରହିବାର ସମ୍ଭାବନା ରହିଛି।

13 ଯାଏଁ ପ୍ରବଳ ବର୍ଷା ସହ ଘଡଘଡି ବିଜୁଳିର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଆସନ୍ତା 13 ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।