fbpx

କମ୍ବିଂ ଅପରେସନ୍, ୧୩ଯବାନ ନିଖୋଜ

ଛତିଶଗଡ଼, ୨୨ା୩: ଛତିଶଗଡ଼ ସ୍ଥିତ ସୁକମା ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା । ଯାହାଫଳରେ ୧୪ଜଣ ଯବାନ ଆହତ ହୋଇଛନ୍ତି । ୧୪ଜଣ ଯବାନ ଆହତ ହେବା ସହ ୧୩ଜଣ ଯବାନ ନିଖୋଜ ହୋଇଥିବା ସୂଚନା ମିଳିଛି ।  ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛିି ।  ଏନେଇ ଗଣମାଧ୍ୟମକୁ ଛତିଶଗଡ଼ ଡିଜିପି ସୂଚନା ଦେଇଛନ୍ତି । ଗତକାଲି  ସେଠାରେ ମାଓ ଗତିବିଧି ନେଇ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଡିଆଇଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଏହି ଅପରେସନ ହୋଇଥିଲା ।

Get real time updates directly on you device, subscribe now.