fbpx

କରୋନା ଭାଇରସ୍, ଦେଶରେ ଷଷ୍ଠ ମୃତ୍ୟୁ

ପାଟଣା, ୨୨ା୩: ସାରା ବିଶ୍ୱରେ କରୋନା ମହାମାରୀର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବିହାରର ପାଟଣାରେ ଆଜି କରୋନା ସଂକ୍ରମିତ ଥିବା ୩୮ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
କରୋନା ଭାଇରସରେ ଦେଶରେ ୩୪୬ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ୨ଜଣ କରୋନାରେ ଆକ୍ରାନ୍ତ ରହିଥିବା ସୂଚନା ରହିଛି ।

Get real time updates directly on you device, subscribe now.