fbpx

ଭାରତ ଆଗରେ ୧୪୩ ରନ୍ ଟାର୍ଗେଟ

ଇନ୍ଦୋର,୭ା୧: ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ନେଇ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ଭାରତ ଆଗରେ ୧୪୩ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଉଲ୍ଲେଖଯୋଗ୍ୟ ଯେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ ହୋଇଥିଲା ।

Get real time updates directly on you device, subscribe now.