fbpx

୨୩ କୋଟିର ଜିଏସଟି ଠକେଇ, ୨ ଗିରଫ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ମେସ୍କୋ ଷ୍ଟିଲରେ ୨୩ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ମୈଥାନ ଇସ୍ପାତ ଲିମିଟେଡର ୨ ଅଧିକାରୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଧିକାରୀ ହେଉଛନ୍ତି ଜିଏମ୍ ଫାଇନାନ୍ସ ମାନସ ରଞ୍ଜନ ପହି ଓ ଏଜିଏମ୍ ସୁରେନ୍ଦ୍ର ପାତ୍ର ।

Get real time updates directly on you device, subscribe now.