fbpx

ଗଛରେ ବାନ୍ଧି ଯୁବକଙ୍କୁ ନିର୍ଧୁମ୍ ମାଡ

ଖୋର୍ଦ୍ଧା,୨୧ ।୧୨(ଓଡିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା କାଇପଦାର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ ୨ ଦୃର୍ବୁତ୍ତ । ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିଶ୍ରା କରିଥିଲେ ଦୃର୍ବୂତ୍ତ । ଏହି ଘଟଣା ୩ ଦିନ ତଳର ହୋଇଥିବା ବେଳେ ଏହାର ଭିଡିଓ ଆଜି ଲୋକଲୋଚନାକୁ ଆସିଛି । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ ।

Get real time updates directly on you device, subscribe now.