fbpx
BJD SKY
BJD SKY

ପାଳ କୁଡ଼ିଆରେ ନିଆଁ ଲାଗି , ୨ ଶିଶୁ ଜୀବନ୍ତ ଦଗ୍ଧ

BJD

କାଶୀପୁର :ରାୟଗଡ଼ା କାଶୀପୁର ବ୍ଲକ୍‌ର ଲାକ୍ରିସ ଗାଁରେ ଘଟିଛି ଅଭାବନୀୟ ଘଟଣା । ପାଳ କୁଡ଼ିଆରେ ନିଆଁ ଲାଗି ଯିବାରୁ ୨ ଶିଶୁ ଜୀବନ୍ତ ଦଗ୍‌ଧ ହୋଇଛନ୍ତି । ମୃତକ ମାନେ ହେଲେ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ଓ ଦୁର୍ଯ୍ୟୋଧନ ମାଝୀଙ୍କ ଝିଅ ଦିବ୍ୟା । ଅଗ୍ନିକାଣ୍ଡର କାରଣ ବର୍ତମାନ ଯାଏଁ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତାର ତଦନ୍ତ ଜାରିରଖିଛି ।

Get real time updates directly on you device, subscribe now.