fbpx
BJD SKY
BJD SKY

ବଦଳିଲେ କୋରାପୁଟ ଜିଲ୍ଲାପାଳ

BJD

କୋରାପୁଟ ,୪ ।୨  : କୋରାପୁଟ ଜିଲ୍ଲା ର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି। ମଧୁସୂଦନ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ କୁ ବଦଳି କରାଯାଇଛି ।ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ହେଲେ ମଧୁସୂଦନ ମିଶ୍ର। ମହମ୍ମଦ ଅବଦାଲ ଅଖତର ହେଲେ କୋରାପୁଟ ଜିଲ୍ଲାପାଳ ।

Get real time updates directly on you device, subscribe now.