fbpx

ଟ୍ରକ୍ ଧକ୍କାରେ ୨ମୃତ

ଯାଜପୁର,୧୩ା୧୨(ଓଡ଼ିଶା ଭାସ୍କର): ଯାଜପୁର ଜେନାପୁର ଥାନା ବାଘୁଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରକ୍ ସହିତ ବାଇକ ଧକ୍କା ହୋଇଥିବା ଜଣାପଡ଼ିଛି । ଟ୍ରକ୍ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଜଣେ କବାଟବନ୍ଧ ଅଞ୍ଚଳର ଟିକିନା ବେହେରାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ମୃତକ ସୁକିନ୍ଦା ଅଞ୍ଚଳର କିନ୍ତୁ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ ।

Get real time updates directly on you device, subscribe now.