fbpx

ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ, ଜାଣନ୍ତୁ କେଉଁ ନେତାଙ୍କୁ କି ଦାୟିତ୍ୱ

ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ ହୋଇଥିବା ଆଜି ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ସେହିପରି ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେବଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛିି ।

Get real time updates directly on you device, subscribe now.