fbpx

୧୧୪୨ଟି ମଧ୍ୟରୁ ବଦଳିବ ୨୦ଟି +୨ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୬ା୨(ଓଡ଼ିଶା ଭାସ୍କର): +୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ହୋଇଥିବା ୧୧୪୨ଟ ିପରୀକ୍ଷା କେନ୍ଦ୍ର ମଧ୍ୟରୁ ୨୦ଟି ପରୀକ୍ଷା କେନ୍ଦ୍ର ବଦଳିବ ବୋଲି ଜଣାପଡ଼ିଛି । ପରୀକ୍ଷା ପରିଚାଳନା କମିଟିର ସଦସ୍ୟଙ୍କ ଅସନ୍ତୋଷ ପରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଆସନ୍ତାକାଲି ସୁଦ୍ଧା ପରିବର୍ତ୍ତନ କରାଯାଇଥିବା ନୂଆ କେନ୍ଦ୍ରର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଆଜିର ଜରୁରୀ ବୈଠକ ପରେ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଏନେଇ ସୂଚନା ଦେଇଛନ୍ତି । +୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ହେଉଥିବା ଅଭିଯୋଗ ହୋଇଥିଲା । ପରୀକ୍ଷା କେନ୍ଦ୍ର ଫିକ୍ସିଂର ଅଭିଯୋଗ ଆଣିଥିଲେ ସନ୍ତୋଷ ସିଂହ ସାଲୁଜା ଓ କିଶୋର ମହାନ୍ତି ।

Get real time updates directly on you device, subscribe now.