fbpx

Big Breaking; ମେ’ ଶେଷରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ: ୨୮ ତାରିଖରେ ହେବ ତାରିଖ ଘୋଷଣା

ଭୁବନେଶ୍ୱର: ମେ’ ୨୮ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ ତାରିଖ । ପ୍ରଥମେ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ । ଏହାପରେ କଳା ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପାଇଁ ମଧ୍ୟ ତାରିଖ ଘୋଷଣା ହେବ । ମେ’ ୩୦ କିମ୍ବା ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ପିଲାମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଜୁନ ୮ ତାରିଖ ସୁଦ୍ଧା କଳା ଏବଂ ଧନ୍ଦାଭୂଳକ ପିଲାଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.