fbpx

ଆଜି ଘୋଷଣା ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଅପରାହ୍ନ ସାଢ଼େ ୫ଟାରେ ତାରିଖ ଘୋଷଣା କରିପାରନ୍ତି ସିଏଚଏସଇ କର୍ତ୍ତୃପକ୍ଷ । ଏହାସହ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି । ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏନେଇ ଆଜି ପରୀକ୍ଷା ପରିଚାଳନା କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.