fbpx

ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ସୁବର୍ଣ୍ଣପୁର,୨୧ ।୧୧(ଓଡିଶା ଭାସ୍କର): ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତାହାତୀ ଶିକାର ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି । ତେବେ ବନ କର୍ମଚାରୀ ଦନାର୍ଦ୍ଦନ ସ୍ୱାଇଁ ଓ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି ଡିଏଫଓ । ତେବେ ସେହି ଅଞ୍ଚଳରେ ହାତୀକୁ ମାରିବା ପରେ ଶିକାରୀମାନେ ଦାନ୍ତ କାଟି ନେଇଥିବା ଜଣାପଡିଥିଲା ।

Get real time updates directly on you device, subscribe now.