fbpx

ରାଜଧାନୀରେ କୃଷକ–ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରେ ଆଜି ପୋଲିସ ଓ ଚାଷୀ ମୁହାଁମୁଡିଁ ହୋଇଛନ୍ତି । ନବନିର୍ମାଣ କୃଷକ ସମିତିର ଶତାଧିକ ସଦସ୍ୟ ଓ କୃଷକ ଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସ ଅଭିମୁଖେ ଯାତ୍ରା କରୁଥିବା ବେଳେ ଚାଷୀମାନଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଧାନ କିଣାରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଲିଥିଲା କୃଷକ ଆନ୍ଦୋଳନ ।

Get real time updates directly on you device, subscribe now.