fbpx

୨ ମାଓବାଦୀ ମୃତ: ଡିଜିପି

ମାଲକାନଗିରି,୧୩ ।୧୨(ଓଡିଶା ଭାସ୍କର): ମାଲକାନଗିରିରେ ମାଓ ଏନକାଉଣ୍ଟର ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ । ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘୨ ଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରିଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।’ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ ଡିଜିପି ଅପିଲ କରିଛନ୍ତି । ତେବେ ସ୍ୱାଭିମାନ ଅଞ୍ଚଳକୁ ମାଓ ମୁକ୍ତି କରିବାର ଲକ୍ଷ୍ୟ ରହିଛି ବୋଲି ଡିଜିପି କହିଛନ୍ତି ।

Get real time updates directly on you device, subscribe now.