fbpx

ବଲାଙ୍ଗିରରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭/୫(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ପୁଇଁତଳା ବ୍ଳକ୍‌ ବନ୍ଧପଡ଼ା ପଞ୍ଚାୟତର ଜଡ଼ଜଡ଼ ଗାଁରେ ବୋଲି ଜଣାପଡିଛି । ୨ ଆକ୍ରାନ୍ତ ଗୁଜରାଟର ସୁରତରୁ ଫେରି କ୍ବାରେଣ୍ଟାଇନ୍‌ରେ ରହୁଥିଲେ।ବଲାଙ୍ଗିରରେ ଏପର୍ଯ୍ୟନ୍ତ ମୋଟ୍ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Get real time updates directly on you device, subscribe now.