fbpx

ଝରଣାରେ ଗାଧୋଉଥିବା ବେଳେ ୨ ଛାତ୍ରଙ୍କ ସଲିଳସମାଧି

ସମ୍ବଲପୁର,୧୮ ।୧(ଓଡିଶା ଭାସ୍କର): ସମ୍ବଲପୁରର ପର୍ଯ୍ୟଟନସ୍ଥଳୀ ଦେବଝରନରେ ଆଜି ଘଟିଯାଇଛି ଏକ ଅଘଟଣ । ପିକନିକ୍ ଯାଇ ବୁଡିଗଲେ ବୁର୍ଲା ଭିଏଏୟୁଟିର ୨ ଇଞ୍ଜିନିୟରିଂ ଛାତ୍ର । ଝରଣାରେ ଗାଧୋଉଥିବା ବେଳେ ପାଣିରେ ବୁଢି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୨ ମୃତକ ଛାତ୍ର ହେଉଛନ୍ତି କମ୍ପୁଟର ବିଜ୍ଞାନ ବିଭାଗର ତୃତୀୟ ବର୍ଷର ଛାତ୍ର ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ବଣଭୋଜି କରିବାକୁ ଯାଇ ଝରଣାରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

Get real time updates directly on you device, subscribe now.