fbpx

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନୂଆ ଉଡ଼ାଣ

ଭୁବନେଶ୍ୱର, ୧୮ା୧(ଓଡ଼ିଶା ଭାସ୍କର): ଜାନୁଆରି ୨୨ରେ ବିମାନରେ ଉଡ଼ିବେ ଓଡ଼ିଶାର ୪୪ ଦିବ୍ୟାଙ୍ଗ ପିଲା । ଏୟାର ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହି ଉଡ଼ାଣ ହେବ । ୪୦ମିନିଟ ପାଇଁ ସ୍ୱତନ୍ତ୍ର ବିମାନରେ ୨୧ଝିଅ ଓ ୨୩ପୁଅ ଉଡ଼ିବେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଓ ବାରିପଦାରେ ରହୁଥିବା ପିଲାଙ୍କ ସହ ୨୧ସହଯୋଗୀ ରହିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.