fbpx

ଏନକାଉଣ୍ଟରରେ ୨ ଆତଙ୍କବାଦୀ ସଫା

Advertisement

ଜମ୍ମୁ-କାଶ୍ମୀର, ୧୦/୬: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏବେ ମଧ୍ୟ ଆଉ ଜଣେ ଆତଙ୍କବାଦୀକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଏହାସହ ସୋପିଆନର ସୁଗୁରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ  ଘଟିଥିଲା। ପୂର୍ବରୁ ୩ ଆତଙ୍କବାଦୀଙ୍କୁ ଘେରି ରହିଥିଲେ ସୁରକ୍ଷାକର୍ମୀ ।  ଏବେ ସେମାନଙ୍କ ମଧ୍ୟରୁ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.