fbpx

କ୍ୱାରେଣ୍ଟିନ୍ ସେଣ୍ଟରରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

Advertisement

ଭଦ୍ରକ,୧୦/୬(ଓଡିଶା ଭାସ୍କର): ଭଦ୍ରକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେଠାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳ ଥାନା କୁରୁକୁରା କ୍ୱାରେଣ୍ଟିନ୍ ସେଣ୍ଟରରେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରୁ ଗତକାଲି ସେ ଫେରିଥିଲେ । କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Get real time updates directly on you device, subscribe now.