fbpx

Big Breaking: ନିର୍ମାଣାଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର

ଭୁବନେଶ୍ୱର: ନିର୍ମାଣାଧୀନ କୋଠାରୁ ଖସି ୨ ଜଣ ଶ୍ରମିକ ଗୁରୁତର ହେବା ଖବର ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କୋଠା କାମ ବେଳେ ଏପରି ଅଘଟଣ ଘଟିଛି । ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ଏହି ଦୁଇ ଶ୍ରମିକ କାମ କରୁଥିବା ବେଳେ ଧସିଯିବାରୁ ତଳେ ପଡିଯାଇଥିଲେ । କୌଣସି ସୁରକ୍ଷା ବ୍ୟବସ୍ଥା ବିନା କୋଠା କାମ ଚାଲିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.