fbpx
BJD SKY
BJD SKY

କରୋନା ମୁକାବିଲା ପାଇଁ ୨୦ ଓଏସଡି ନିଯୁକ୍ତ

BJD

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଚିନ୍ତା ବଢାଇଦେଇଛି କରୋନା ଭାଇରସ୍ । ଦେଶରେ ତୀବ୍ର ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସେଥିରୁ ଓଡିଶା ମଧ୍ୟ ବାଦ୍ ପଡିନି । ସହରାଞ୍ଚଳରେ କରୋନାର ତ୍ୱରିତ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏନେଇ ପୌରସଂସ୍ଥା ପାଇଁ ୨୦ ଜଣ ଓଏସଡିଙ୍କୁ ନିଯୁକ୍ତ କରିଛି ନଗର ଉନ୍ନୟନ ବିଭାଗ । ୧୦ ପୌର ପ୍ରାଶାସନିକ ଓ ୧୦ ପୌର ଯୋଜନା ସେବା ଅଧିକାରୀ ନିଯୁକ୍ତ ହୋଇଛନ୍ତି । ତୁରନ୍ତ ଯୋଗଦେଇ ପୌରସଂସ୍ଥା ମୁଖ୍ୟଙ୍କୁ ସାହାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.