fbpx
BJD SKY
BJD SKY

ବିନା ପରୀକ୍ଷାରେ ମହିଳାଙ୍କୁ ମିଳିବ ସରକାରୀ ଚାକିରି: ୮ ହଜାରରୁ ଅଧିକ ଅଙ୍ଗନବାଡି କର୍ମୀଙ୍କ ଭର୍ତ୍ତି ପାଇଁ ବିଜ୍ଞପ୍ତି

BJD

ନୂଆଦିଲ୍ଳୀ: ମହିଳାଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ । ଅଙ୍ଗନବାଡିରେ ସୃଷ୍ଟି ହୋଇଛି ୮ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଯୁବତୀ ମାନଙ୍କ ପାଇଁ ନିଯୁକ୍ତିର ଏହି ବୃହତ୍ତର ସୁଯୋଗ ଆଣିଛନ୍ତି ଗୁଜରାଟ ଅଙ୍ଗନୱାଡି ରିକ୍ରୁଟମେଣ୍ଟ ୨୦୨୨ । ଅଙ୍ଗନବାଡି ସୁପରଭାଇଜର ପଦବୀ ପାଇଁ ଏହିସବୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁଜରାଟ ଅଙ୍ଗନବାଡିର ଆଧିକାରିକ ୱେବସାଇଟରେ ଆବେଦନ କରିପାରିବେ ।

ଗୁଜରାଟ ଅଙ୍ଗନୱାଡି ରିକ୍ରୁଟମେଣ୍ଟ ୨୦୨୨ର ଆଧିକାରିକ ୱେବସାଇଟରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ଲିଙ୍କ https://e-hrms.gujarat.gov.in/ରେ କ୍ଲିକ୍ କରି ଆପଣ ଆବେଦନ କରିପାରିବେ । ଏହା ସହିତ ବିଜ୍ଞପ୍ତିର ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଲିଙ୍କ https://e-hrms.gujarat.gov.in/Advertisement/Index#ରେ କ୍ଲିକ୍ କରନ୍ତୁ । ୪ ଏପ୍ରିଲ ୨୦୨୨ ଏହି ଆବେଦନର ଅନ୍ତିମ ତାରିଖ ରହିଛି । ସମୁଦାୟ ୮୮୬୦ ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.