fbpx
BJD
BJD SKY
BJD SKY

ରାଜ୍ୟରେ ୨୨ ଅନଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଆଜି ଲୋକାର୍ପିତ ହୋଇଯାଇଛି । 5T କାର୍ଯ୍ୟକ୍ରମରେ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅନଲାଇନରେ ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଉପଲବ୍ଧ ହେବ ।ଏହା ସହ ପଞ୍ଜୀକରଣ, କାରଖାନା ନକ୍ସାର ଅନୁମୋଦନ ହେବ ।

ପରିଶ୍ରମ ପୋର୍ଟାଲ ସ୍ବଚ୍ଛନ୍ଦ ବ୍ୟବସାୟ ପାଇଁ ସହାୟକ ହେବ । 5T କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ । ଆଗକୁ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.