fbpx

ଓଡ଼ିଶାର ୨୨ ଜଣ ପାଇବେ ପୋଲିସ ମେଡାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ । ୬୬୨ ଜଣ ଉକ୍ରୃଷ୍ଟ ସେବା ପାଇଁ ଓ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।

ତେବେ ଦେଶର ମୋଟ ୯୩୯ ପୋଲିସଙ୍କ ମଧ୍ୟରୁ ଓଡ଼ିଶାରୁ ୨୨ ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉକ୍ରୃଷ୍ଟ ସେବା ପାଇଁ ମନୋନୀତ କରାଯାଇଛି । ଏହା ସହିତ ୯ ଜଣଙ୍କୁ ସାହସିକତା ପାଇଁ ମନୋନୟନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି ।

Get real time updates directly on you device, subscribe now.