fbpx

ଆହୁରି ୨୪ ଘଣ୍ଟା ଛେଚିବ

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ସେହି ୫ଟି ଜିଲ୍ଲା ହେଉଛି- ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, ଭଦ୍ରକ, ମୟୂରଭଞ୍ଜ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୧୦ ତାରିଖ ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ, ଯାହା ଫଳରେ ଅଧିକ ଥଣ୍ଡା ପଡିବ । ୧୦ ପରେ ୪ ଜିଲ୍ଲାରେ ଶୀତ ଲହରୀ ପାଇଁ ସତର୍କତା ଜାରି ହୋଇଛି । ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଶୀତ ବଢିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.