fbpx

ବସ୍ତା ଭିତରୁ ୨ମୃତଦେହ ଉଦ୍ଧାର

ଯୋଡ଼ା, ୮ା୨(ଓଡ଼ିଶା ଭାସ୍କର): ଯୋଡ଼ା ସ୍ଥିତ ଫୁଳକଳେଇ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରୁ ଏକବସ୍ତା ଭିତରୁ ଦୁଇ ମୃତଦେହ ମିଳିଥିବା ସୂଚନା ମିଳିଛି । ବସ୍ତା ଭିତରୁ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ଦୁଇଜଣଙ୍କୁ ହତ୍ୟା ପରେ କେହି ବସ୍ତାରେ ଭରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପରେ ଘଟଣାସ୍ଥଳରେ ବାରିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.