fbpx

୧୧ରୁ ଗଡିବ ନୂଆ ମେମୁ ଟ୍ରେନ୍

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟରେ ଚାଲିବ ଆଉ ୨ଟି ନୂଆ ମେମୁ ଟ୍ରେନ୍ । ଫେବ୍ରୁଆରି ୧୧ରୁ ପୁରୀ, ଅନୁଗୁଳ-ପୁରୀ ନୂଆ ମେମୁ ଟ୍ରେନ୍ ଗଡିବ । ରାଜ୍ୟର ଦୀର୍ଘତମ ଏହି ଟ୍ରେନରେ ପ୍ରାୟ ୧୬ଟି ବଗି ରହିବ । ଆସନ୍ତା ୧୨ ତାରିଖରୁ କେନ୍ଦୁଝରଗଡ ପାସେଞ୍ଜର ଟ୍ରେନ୍ ମେମୁ ଟ୍ରେନ୍ ହେବ । ଅଧିକ ଯାତ୍ରୀ ଓ ସମୟାନୁବର୍ତ୍ତୀ ପରିବହନ ପାଇଁ ପୂର୍ବତଟରେଳ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ ନିଆଯାଇଛି ।

Get real time updates directly on you device, subscribe now.