fbpx

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି, ଅପରାହ୍ନ ୨ଟା ସୁଦ୍ଧା ୨୭.୪୮% ମତଦାନ

ନୂଆଦିଲ୍ଲୀ, ୮ା୨: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଜାରି ରହିଛି । ଆପ୍, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ଦିଲ୍ଲୀ ବିଧାନସଭା ୭୦ଟି ଆସନ ପାଇଁ ୧୩, ୭୫୦ ବୁଥ୍ ହୋଇଛି । ୧.୪୭କୋଟି ଭୋଟର ଭୋଟ୍ ଦେବେ । ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ । ଏହାସହ ଅପରାହ୍ନ ୨ଟା ସୁଦ୍ଧା ୨୭.୪୮% ମତଦାନ ହୋଇଛି ।

Get real time updates directly on you device, subscribe now.