fbpx

ରାଜ୍ୟରେ ୨୫୦ ମହିଳା ଏସପିଓ ନିଯୁକ୍ତ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପଦକ୍ଷେପ ନେଇଛି କମିସନରେଟ୍ ପୋଲିସ । ୨୫୦ ଜଣ ମହିଳାଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ବା ଏସପିଓ ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର କଲେଜ ଛାତ୍ରୀ ଓ ଆଇଟି କ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତି ମିଳିଛି । ଭୁବନଶ୍ୱରର କମିସନରେଟ୍ ପୋଲିସ କାର୍ଯ୍ୟଳୟରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୨୫୦ ମହିଳାଙ୍କୁ ଏସପିଓ ଭାବେ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.