fbpx

ଆଧାର କାର୍ଡ ନଥିଲେ ମିଳିବନି ଭତ୍ତା

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଆଧାର ଲିଙ୍କ  ନହେଲେ ଏପ୍ରିଲରୁ ଭତ୍ତା ବନ୍ଦ । ଏପ୍ରିଲରୁ ଆଧାର କାର୍ଡ ନଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସାମାଜିକ ସୁରଖ୍ୟା ବିଭାଗ । ଜାନୁଆରୀ ସୁଦ୍ଧା ସବୁ ହିତାଧିକାରୀଙ୍କ ଆଧାର ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ସାମାଜିକ ସହାୟତା ଯୋଜନା ହିତାଧିକାରୀଙ୍କ ପାଇଁ ଆଧାର ନିହାତି ଜରୁରୀ । ସେହିପରି ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀଙ୍କ ପାଇଁ ଆଧାର କାର୍ଡ ନିହାତି ଜରୁରୀ, ନହେଲେ ମିଳିବନି ଭତ୍ତା ।

Get real time updates directly on you device, subscribe now.