fbpx

ଜମାତ ସହ ଜଡିତ ୨୫ହଜାର କ୍ୱାରେଣ୍ଟାଇନରେ

ଦେଶର ଚିନ୍ତା ବଢ଼ାଇଛି ତବଲିଗି ଜମାତ । କରେନା ସଂକ୍ରମିତ ହୋଇଥିବା ଏହି ଜମାତିମାନେ ଏବେ ସୁପର ସ୍ପ୍ରେଡର ପାଲଟିଛନ୍ତି । ଜମାତରେ ଯୋଗ ଦେଇଥିବା ବ୍ୟକ୍ତି,ତାଙ୍କ ସଂସ୍ୱର୍ଶରେ ଆସଥିବା ଲୋକ ଓ ତାଙ୍କ ଅଧିକାଂଶ ସମ୍ପର୍କୀୟ ଏବେ କରେନା ଆକ୍ରାନ୍ତ ।ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସରେ ଲାଗିଛନ୍ତି ସରକାର ।ସୂଚନା ମୁତାବକ ଏବେ ପ୍ରାୟ ୨୫ହଜାର ଏଭଳି ଲୋକଙ୍କୁ ଟ୍ରେସ୍ କରାଯାଇଛି । ଯେଉଁମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍,କମ୍ୟୁନିଟିକ୍ୱାରେଣ୍ଟାଇନ ଓ ହସପିଟାଲ କ୍ୱ୍ୟାରେଣ୍ଟାଇନରେ ରଖାଯାଇଛି ।ସେମାନଙ୍କ ରିତିମତ ସ୍ଳାବ ପରୀକ୍ଷା କରାଯାଉଛି । ଜମାତ ସହ ଜଡିତ ୧୪୪୫ ଲୋକଙ୍କ ରିପୋର୍ଟ ପଜେଟିଭ ଆସିଥିବା ବେଳେ ସେଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.