fbpx

ଜଳେଶ୍ୱରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ

କମର୍ଦ୍ଦା(ଓଡ଼ିଶା ଭାସ୍କର): ରାଜ୍ୟରେ ଲୁଟପାଟ୍, ବ୍ରାଉନ ସୁଗାର ଜବତ ଆଜି ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଳେଶ୍ୱର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ଗିରଫ ହୋଇଥିବା ସୂଚା ମିଳିଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହେି ମାମଲାରେ ପୋଲିସ ନିଜର ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.