fbpx

ବନ୍ଧୁକ ମୁନରେ ଲୁଟିନେଲେ ୨୯ ଲକ୍ଷ

ଭଦ୍ରକ ଚରମ୍ପାରେ ବନ୍ଧୁକ ଦେଖାଇ ୨୯ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ଏସବିଆଇ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବାବେଳେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ୨ ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ସୂଚନା । ଟଙ୍କା ଲୋଡ୍ କରୁଥିବା ୪ କର୍ମଚାରୀଙ୍କୁ ଟାଉନ ଥାନରେ ପଚରାଉଚରା କରୁଛି ପୋଲିସ୍ ।

Get real time updates directly on you device, subscribe now.