fbpx

ବାର୍ଦ୍ଧକ୍ୟ ଭତ୍ତା ହଡପ: ୩ ବ୍ୟାଙ୍କ କର୍ମଚାରୀ ଗିରଫ

ସମ୍ବଲପୁର,୨୯ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ୧୨.୪୭ ଲକ୍ଷ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡପ ହୋଇଛି । ଏଡି ଘଟଣାରେ ICICI ବ୍ୟାଙ୍କର ୨ କର୍ମଚାରୀ ସମେତ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ରେଙ୍ଗାଲି ବିଡିଓଙ୍କ ଜାଲ୍ ଦସ୍ତଖତ ଜରିଆରେ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା ।

ତେବେ ଆଇସିଆଇସିଆଇ ବ୍ୟାଙ୍କର ବୋମାଲୋଇ ଶାଖାରେ ଏହି ଜାଲିଆତି ଓ ହଡପ ଘଟଣା ଘଟିଛି । ବ୍ୟାଙ୍କ ମ୍ୟାନେଜର ଅନିର୍ବାଣ ଦେ ଓ କ୍ୟାସିୟର ସୁଧାର ମେହେର ଗିରଫ ହୋଇଛନ୍ତି । ଆଇସିଆଇସି ବ୍ୟାଙ୍କର ପୂର୍ବତନ କ୍ୟାସିୟର ପ୍ରବୀଣ ଭାରତୀ ମଧ୍ୟ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.