ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଘୋଷଣା ହୋଇଯାଇଛି ନୋବେଲ ପୁରସ୍କାର । ୩ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଲେନ୍ ଆସପେକ୍ଟ, ଜନ୍ କ୍ଲଜର ଏବଂ ଆଣ୍ଟନ ଜେଲିଙ୍ଗରଙ୍କୁ ଏକା ସାଙ୍ଗରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
Alain Aspect, John F. Clauser and Anton Zeilinger awarded 2022 Nobel Prize in Physics
Read @ANI Story | https://t.co/1MjvbHnC9l#NobelPrize #NobelPrize2022 #NobelPrizePhysics pic.twitter.com/a7ZgIa36EQ
— ANI Digital (@ani_digital) October 4, 2022