fbpx

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା: ୩ ଜଣଙ୍କୁ ମିଳିତ ଭାବେ ମିଳିବ ଆୱାର୍ଡ

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଘୋଷଣା ହୋଇଯାଇଛି ନୋବେଲ ପୁରସ୍କାର । ୩ ଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଆଲେନ୍ ଆସପେକ୍ଟ, ଜନ୍ କ୍ଲଜର ଏବଂ ଆଣ୍ଟନ ଜେଲିଙ୍ଗରଙ୍କୁ ଏକା ସାଙ୍ଗରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

Get real time updates directly on you device, subscribe now.