fbpx
BSKY SKY
BSKY SKY

ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

BSKY

ଜମ୍ମୁ କାଶ୍ମୀର, ୧୬/୬: ଜମ୍ମୁ କାଶ୍ମୀର ସ୍ଥିତ ସୋପିଆରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିିିଳିଛି। ଏନକାଉଣ୍ଟଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି।ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚିରହିଥିବା ଖବର ପରେ ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ।ପରେ ଗୁଳିବିନିମୟ ଫଳରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି।

Get real time updates directly on you device, subscribe now.