fbpx

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା

Advertisement

ନୂଆଦିଲ୍ଲୀ, ୧୬/୬:  ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ର ତୀବ୍ରତା ୬.୮ ଥିବା ସୂଚନା ମିଳିଛି। ଏନେଇ ଭୟରେ ଲୋକମାନେ ରୁ ମଧ୍ୟ ବାହାରି ଆସିିିଥିଲେ। ସେଠାରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Get real time updates directly on you device, subscribe now.